ବୌଦ୍ଧ: କୋଭିଡ -19 କାର୍ଯ୍ୟରେ ଅବହେଳା କରି 2 ସରକାରୀ ବାବୁ ନିଲମ୍ବିତ । ବୌଦ୍ଧ ଅବକାରୀ ବିଭାଗରେ କାର୍ଯ୍ୟରତ 2 ଆସିଷ୍ଟାଣ୍ଟ ସବ୍ ଇନ୍ସପକ୍ଟରଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।
କୋଭିଡ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ସରକାରୀ ବାବୁ ନିଲମ୍ବିତ - କୋଭିଟ କାର୍ଯ୍ୟରେ ଅବହେଳା ଅଭିଯୋଗ
କୋଭିଡ କାର୍ଯ୍ୟରେ ଅବହେଳା କରି ନିଲମ୍ବିତ ହେଲେ 2 ସରକାରୀ ବାବୁ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେମାନଙ୍କୁ ନିଲମ୍ବିତ କରିଛନ୍ତି । ଅଧିକ ପଢନ୍ତୁ...

କୋଭିଟ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ସରକାରୀ ବାବୁ ନିଲମ୍ବିତ
କୋଭିଟ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ସରକାରୀ ବାବୁ ନିଲମ୍ବିତ
ବୌଦ୍ଧ ଅବକାରୀ ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କୁ କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ ଓ ବ୍ରହ୍ମାନନ୍ଦ ଭୋଇଙ୍କୁ ହରଭଙ୍ଗା ଥାନାର ଡ୍ୟୁଟି ପଡିଥିଲା । ହେଲେ ସେମାନେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ସେମାନଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିଲମ୍ବିତ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟ ପାଣି, ଇଟିଭି ଭାରତ