ବୌଦ୍ଧ: କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ । ଓଡିଶାରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ସାମାଜିକ ଦୂରତା କୋରୋନା ସଂକ୍ରମକୁ ରୋକିବା ପାଇଁ ସର୍ବୋତ୍କୃଷ୍ଟ ଔଷଧ ବୋଲି ବିବେଚନା କରାଯାଉଛି ।
କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ - corona awareness
କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ । ଭୋକିଲାଙ୍କ ମୁହଁରେ ଆହାର ଦେବାକୁ ସ୍ବେଚ୍ଛାସେବୀ ସମସ୍ତଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ...
![କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ Teachers will make people aware about Corona in boudha](https://etvbharatimages.akamaized.net/etvbharat/prod-images/768-512-6705975-thumbnail-3x2-boudha-jp.jpg)
କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ
କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ
ସେପଟେ ଲକଡାଉନ ଯୋଗୁଁ ପ୍ରଶାସନ ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟ ଯୋଗାଉଥିଲେ ମଧ୍ୟ କିଛି ସ୍ଥାନରେ କେତେକ ଭୋକିଲା ରହିଯାଉଛନ୍ତି । ତେବେ ସେମାନଙ୍କ ମୁହଁରେ ଆହାର ଦେବାକୁ ସ୍ବେଚ୍ଛାସେବୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ କୋରୋନା କାର୍ଯ୍ୟରେ ଲୋକଙ୍କୁ ସାମାଜିକ ଦୂରତା ସମ୍ପର୍କରେ ସଚେତନ କରିବାକୁ ସ୍ଥାନୀୟ ଶିକ୍ଷକଙ୍କୁ ନିୟୋଜିତ କରିବବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ