ବୌଦ୍ଧ: ସହରର ବିଭିନ୍ନ ସ୍ଥାନରେ ବୁଲି ମହିଳା ସ୍ବଚ୍ଛ ସାଥୀ ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ଦେଉଛନ୍ତି । ଶୁଭ ଶଙ୍ଖ ବଜାଇ ଲୋକଙ୍କୁ କୋରୋନା ଭାଇରସ ସମ୍ପର୍କରେ ବୁଝାଇବା ସହ ଆତଙ୍କିତ ନ ହେବାକୁ ପରାମର୍ଶ ଦେଉଛନ୍ତି ।
କୋରୋନା ଭାଇରସ: ଶଙ୍ଖ ବଜାଇ ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ସ୍ବଚ୍ଛ ସାଥୀ - corona virus
ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା ସ୍ବଚ୍ଛ ସାଥୀ । ଶୁଭ ଶଙ୍ଖ ବଜାଇ ଅଶୁଭ କୋରୋନା ଭାଇରସକୁ ଦୁରେଇବା ସହ ଲୋକଙ୍କୁ ସ୍ବଚ୍ଛ ରହିବାକୁ ପ୍ରବର୍ତ୍ତାଉଛନ୍ତି ମହିଳା । ଅଧିକ ପଢନ୍ତୁ...
ଶଙ୍ଖ ବଜାଇ ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ସ୍ବଚ୍ଛ ସାଥୀ
ଶଙ୍ଖ ବଜାଇ ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ସ୍ବଚ୍ଛ ସାଥୀ
ସାତ ଗୋଟି ଉପାୟରେ ହାତକୁ ପରିଷ୍କାର ରଖିବା ଉପାୟ ବତାଇ କିଭଳି ଏହି ଭୟାବହ ଭୂତାଣୁ ଠାରୁ ଦୂରେଇ ରହିବେ ସେନେଇ ମଧ୍ୟ ସଚେତନ କରୁଛନ୍ତି । ବିଶେଷ ଭାବରେ ମହିଳାଙ୍କ ଶଙ୍ଖ ବଜାଇବାର ଏଭଳି ଅଭିନବ ପ୍ରୟାସକୁ ବହୁଲୋକ ପ୍ରଶଂସା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ