ବୌଦ୍ଧ: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ସ୍ବେଚ୍ଛାସେବୀ । ଗୁରୁବାର ଆଦିତ୍ୟଙ୍କ ମୃତ୍ୟୁର 18 ଦିନ ପରେ ତାଙ୍କ ଜନ୍ମ ମାଟି ବୌଦ୍ଧ ଜିଲ୍ଲାର 18 ଜଣ ସ୍ବେଚ୍ଛାସେବୀ ଏକତ୍ରିତ ହୋଇ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ସ୍ବେଚ୍ଛାସେବୀ - ସ୍ବେଚ୍ଛାସେବୀ
ଗୁରୁବାର ଆଦିତ୍ୟଙ୍କ ମୃତ୍ୟୁର 18 ଦିନ ପରେ ତାଙ୍କ ଜନ୍ମ ମାଟି ବୌଦ୍ଧ ଜିଲ୍ଲାର 18 ଜଣ ସ୍ବେଚ୍ଛାସେବୀ ଏକତ୍ରିତ ହୋଇ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ।
![ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ସ୍ବେଚ୍ଛାସେବୀ aditya dash](https://etvbharatimages.akamaized.net/etvbharat/prod-images/768-512-8140782-thumbnail-3x2-kk.jpeg)
ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ସ୍ବେଚ୍ଛାସେବୀ
ଜନ୍ମ ମାଟିରେ ଆଦିତ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସ୍ବେଚ୍ଛାସେବୀ
ଏଥିସହ ସେମାନେ ନିଶା ବିରୋଧୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ଠିକରେ ହେଉନଥିବା ଅଭିଯୋଗ ଅଭିଯୋଗ କରିଛନ୍ତି । ଏଣୁ ସେମାନେ ଘଟଣାର ସିବିଆଇ ତଦନ୍ତ ଦାବୀ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ
Last Updated : Jul 23, 2020, 5:27 PM IST