ବୌଦ୍ଧ: ଜିଲ୍ଲାର କେତେକ ପଞ୍ଚାୟତରେ କୃଷି କର୍ମଚାରୀଙ୍କ ଅବହେଳାରୁ ଚାଷୀଙ୍କୁ ବିହନ ମିଳିପାରୁ ନାହିଁ । ଜିଲ୍ଲାର ମୁଣ୍ଡିପଦର ପଞ୍ଚାୟତର ପ୍ରକୃତ ହିତାଧିକାରୀ ଧାନ ସହ ହରଡ, ମୁଗ, ବିରି, କୋଳଥ କିମ୍ବା ଅନ୍ୟ କୌଣସି ପ୍ରକାର ବିହନ ପାଉନଥିବା ଅଭିଯୋଗ କରିଛନ୍ତି । ଏପରିକି କୃଷି କର୍ମଚାରୀ ଠିକରେ ଆସୁନଥିବା ତଥା ଏନେଇ ବ୍ୟାପକ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଆରମ୍ଭ ହେଲାଣି ଖରିଫ ଚାଷ, ଚାଷୀଙ୍କୁ ମିଳିନି ବିହନ - ବିହନ ଅଭାବ
ଜିଲ୍ଲାର କେତେକ ପଞ୍ଚାୟତରେ କୃଷି କର୍ମଚାରୀଙ୍କ ଅବହେଳାରୁ ଚାଷୀଙ୍କୁ ବିହନ ମିଳିପାରୁ ନାହିଁ । ଜିଲ୍ଲାର ମୁଣ୍ଡିପଦର ପଞ୍ଚାୟତର ପ୍ରକୃତ ହିତାଧିକାରୀ ଧାନ ସହ ହରଡ, ମୁଗ, ବିରି, କୋଳଥ କିମ୍ବା ଅନ୍ୟ କୌଣସି ପ୍ରକାର ବିହନ ପାଉନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ଆରମ୍ଭ ହେଲାଣି ଖରିଫ ଚାଷ, ଚାଷୀଙ୍କୁ ମିଳିନି ବିହନ
ବର୍ତ୍ତମାନ ଜମିର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଚାଷୀ ସାରିଦେଇ ଥିବା ବେଳେ ଏବେ ବିହନକୁ ଅପେକ୍ଷା କରି ରହିଛି । ତୁରନ୍ତ ଏ ଦିଗରେ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Jun 25, 2020, 3:31 PM IST