ଓଡିଶା

odisha

ETV Bharat / state

ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି - western odisha first museum

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହେବାକୁ ଥିବା ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଅନେକ ସ୍ଥାନରୁ ପୁରାତନ ସାମଗ୍ରୀ ସଂଗ୍ରହ ଚାଲିଥିବା ବେଳେ ଜିଲ୍ଲାବାସୀ ବେଶ ଆନନ୍ଦିତ । ଅଧିକ ପଢନ୍ତୁ...

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

By

Published : Dec 18, 2020, 10:46 PM IST

ବୌଦ୍ଧ: ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହେବ ସଂଗ୍ରହାଳୟ । ସେଥପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାର 27 ତମ ପ୍ରତିଷ୍ଠା ଦିବସ ଆସନ୍ତା ଜାନୁଆରୀ 2 ତାରିଖରେ ପାଳନ ହେବ । ବୌଦ୍ଧ ଗଡଜାତ ଶାସନ କାଳର ପୁରୁଣା କଚେରୀ କୋଠା, ହେରିଟେଜ ବିଲ୍ଡିଂର ମାନ୍ୟତା ପାଇବା ସହ ଏହା ସଂଗ୍ରହାଳୟ ଭାବରେ ଉଦଘାଟିତ ହେବ । ଏଥିପାଇଁ କାହିଁ କେତେ ପ୍ରସ୍ତୁତି ।

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପ୍ରତିଷ୍ଠା ହେଉଥିବାରୁ ଜିଲ୍ଲାବାସୀ ମଧ୍ୟ ବେଶ ଆନନ୍ଦିତ ।

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କିତ ସାମଗ୍ରୀକୁ ଏଠାରେ ସ୍ଥାନୀତ ପାଇଁ ପ୍ରସ୍ତାବ ଥିବା ବେଳେ ଅନେକ ସ୍ଥାନରୁ ଏସବୁ ସାମଗ୍ରୀ ସଂଗ୍ରହ ମଧ୍ୟ ଆରମ୍ଭ ହୋଇସାରିଲାଣି ।

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details