ଓଡିଶା

odisha

ETV Bharat / state

ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ - ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଚୋରି, ଡକାୟତି, ହତ୍ୟା ଭଳି ଅପରାଧିକ ମାମଲା ସହ ସଡକ ଦୁର୍ଘଟଣା । ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଥିବାବେଳେ ଏନେଇ ଏନଫୋର୍ସମେଣ୍ଟ ଆରମ୍ଭ ହୋଇଥିବା ଏସପି ଇଟିଭି ଭାରତକୁ କହିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ
ବୌଦ୍ଧ ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ

By

Published : Jan 23, 2021, 9:48 PM IST

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଉଥିବା ଚୋରି, ଡକାୟତି, ହତ୍ୟା ସହିତ ସଡକ ଦୁର୍ଘଟଣାରେ ମୃତ୍ୟୁ ସମସ୍ତଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପୋଲିସକୁ ଅନେକାଂଶରେ ସଫଳତା ମିଳୁଛି । କିନ୍ତୁ ତଥାପି ଅପରାଧିକ ମାମଲା କମିବା ପରିବର୍ତ୍ତେ ବଢୁଛି ।

ବୌଦ୍ଧ ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ

ସେପଟେ ଜିଲ୍ଲାରେ ବିଗତ କିଛି ଦିନ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟବଡ ସଡକ ଦୁର୍ଘଟଣା ହେଉଥିବା ପରିଲିକ୍ଷିତ ହୋଇଛି । ସଡକ ସୁରକ୍ଷା ମାସ ଆରମ୍ଭର ମାତ୍ର ଦୁଇ ଦିନ ମଧ୍ୟରେ ତିନୋଟି ପୃଥକ ପୃଥକ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବୁଦ୍ଧିଜୀବୀ ଅଭିଯୋଗ କରିଥିବା ବେଳେ ଏନେଇ ଲୋକଙ୍କୁ ସଚେତନ ସହିତ ଏନଫୋର୍ସମେଣ୍ଟ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ବୌଦ୍ଧ ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ
ବୌଦ୍ଧ ଦୁର୍ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ, ଏନଫୋର୍ସମେଣ୍ଟ ଆରମ୍ଭ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details