ଓଡିଶା

odisha

ETV Bharat / state

ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁ - ବୌଦ୍ଧ ଧାନ ବୋଝେଇ ଟ୍ରାକ୍ଟର ଦୁର୍ଘଟଣା

ବୌଦ୍ଧରେ ଓଭର ଲୋଡିଂ ଯୋଗୁଁ ଭାରସାମ୍ୟ ହରାଇ ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁ । ବାଉଁଶୁଣୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

paddy-loaded-tractor-accident-labour-death-in-boudh
ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁ

By

Published : Jan 28, 2020, 3:10 PM IST

ବୌଦ୍ଧ: ଧାନ ନେଲା ଶ୍ରମିକଙ୍କ ଜୀବନ । ଓଭର ଲୋଡିଂ ଯୋଗୁଁ ଭାରସାମ୍ୟ ହରାଇ ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ବାଉଁଶୁଣୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଶ୍ରମିକ ମୃତ୍ୟୁ

ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଏହି ଯୁବ ଶ୍ରମିକ ମୃତ୍ୟୁବରଣ କରିଛି । ସୋମବାର ଦିନ ପ୍ରାୟ ଦୁଇଟା ସମୟରେ ଧାନଖଳାରୁ ଓଭର ଲୋଡିଂ ଧାନ ବୋଝେଇ କରି ଯାଉଥିବା ବେଳେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ତା ତଳେ ଚାପି ହୋଇ ଶ୍ରମିକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ବଲାକିରା ଗ୍ରାମର ଚିତ୍ରସେନ ଭୋକ୍ତା ବୋଲି ସୂଚନା ମିଳିଥିବା ବେଳେ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details