ବୌଦ୍ଧ: ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଜୋରଦାର ପ୍ରଚାର ଅଭିଯାନ । ବିଜେଡି ଗଡ ଦଖଲ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବୌଦ୍ଧ ବିଧାୟକ ପ୍ରଦୀପ ଅମାତ । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲାର 7 ଓ 8 ନମ୍ବର ଜିଲ୍ଲା ପରିଷଦ ଆସନ ବିଜେପି ହାତକୁ ଚାଲି ଯାଇଥିବା ବେଳେ ଚଳିତ ନିର୍ବାଚନରେ କୌଣସି ତୃଟି ରଖିବାକୁ ଚାହୁଁ ନାହିଁ ବିଜେଡି ।
Panchayat Poll: ପ୍ରଚାର ମୈଦାନରେ ବିଧାୟକ ପ୍ରଦୀପ ଅମାତ - ବୌଦ୍ଧରେ ବିଜେଡିର ପ୍ରଚାର ଜୋରଦାର
ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଜୋରଦାର ପ୍ରଚାର ଅଭିଯାନ । ବିଜେଡି ଗଡ ଦଖଲ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବୌଦ୍ଧ ବିଧାୟକ ପ୍ରଦୀପ ଅମାତ । ଅଧିକ ପଢନ୍ତୁ
Panchayat Poll: ପ୍ରଚାର ମୈଦାନରେ ବିଧାୟକ ପ୍ରଦୀପ ଅମାତ
ଏଣୁ ଉଭୟ 5 ଓ 6 ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଧାୟକ ପ୍ରଦୀପ ଅମାତ । ଆଜି ବିଧାୟକ ପ୍ରଦୀପ ଅମାତ ଓ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ ସମର୍ଥକଙ୍କ ଗହଣରେ ଆଜି ଉଭୟ 5 ଓ 6 ନମ୍ବର ଜୋନରେ ମାରାଥନ ପ୍ରଚାର କରିଥିଲା ବିଜେଡି । ଏଥି ସହ ନିର୍ବାଚନୀ ପ୍ରଚାର କେମିତି ଚାଲିଛି ଏନେଇ ଅଧିକ ଆଲୋଚନ କରିଛନ୍ତି ଆମ ବୌଦ୍ଧ ପ୍ରତିନିଧି ସତ୍ୟ ନାରାୟଣ ପାଣି।