ଓଡିଶା

odisha

ETV Bharat / state

ବୌଦ୍ଧରେ ବସିଲା ତାପମାତ୍ରା ମାପକ ଯନ୍ତ୍ର - ଯନ୍ତ୍ର ସ୍ଥାପନ

ଦୀର୍ଘଦିନରୁ ବୌଦ୍ଧରେ ତାପମାତ୍ରା ଯନ୍ତ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । ଏହି ଯନ୍ତ୍ର ସ୍ଥାପନ ହେବାପରେ ଜିଲ୍ଲାବାସୀ ବେଶ ଆନନ୍ଦିତ । ଅଧିକ ପଢନ୍ତୁ...

ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର
ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର

By

Published : Jan 15, 2020, 7:35 PM IST

ବୌଦ୍ଧ: ଜିଲ୍ଲାରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର । ଦୀର୍ଘଦିନର ଆବଶ୍ୟକତା ରହିଥିବା ଏହି ଯନ୍ତ୍ର ସ୍ଥାପନ ପରେ ବେଶ ଖୁସି ଜିଲ୍ଲାବାସୀ ।

ବୌଦ୍ଧରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର

ବୌଦ୍ଧ ପୁରୁଣା ସର୍କିଟ ହାଉସ ସମ୍ମୁଖରେ ସ୍ଥାପନ ହେଲା ତାପମାତ୍ରା ମାପକ ଯନ୍ତ୍ର । ପୂର୍ବରୁ ଅନ୍ୟ ସମସ୍ତ ଜିଲ୍ଲାର ତାପମାତ୍ରା ସୂଚନା ମିଳୁଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ତାପମାତ୍ରା ସୂଚନା ମିଳିପାରୁ ନଥିଲା । ତେଣୁ ଦୀର୍ଘଦିନରୁ ବୌଦ୍ଧରେ ତାପମାତ୍ରା ଯନ୍ତ୍ର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା । ଏହି ଯନ୍ତ୍ର ସ୍ଥାପନ ହେବାପରେ ଜିଲ୍ଲାବାସୀ ବେଶ ଆନନ୍ଦିତ ଥିବାବେଳେ ଜିଲ୍ଲାପାଳ ମଧ୍ୟ ଏହି ଯନ୍ତ୍ର ସ୍ଥାପନ ଯୋଗୁଁ ବର୍ତ୍ତମାନ ସମୟରେ ଥଣ୍ଡାର ସଠିକ୍ ଭାବରେ ସୂଚନା ମିଳିପାରିବା ନେଇ ଆଶା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details