ଓଡିଶା

odisha

ETV Bharat / state

ସରିଲା ରିପୋର୍ଟିଂ, ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା - ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା

ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ହେବ ଆରମ୍ଭ । ଖାତା ଦେଖା ପାଇଁ ହୋଇଛି ସମସ୍ତ ପ୍ରକାର ବ୍ୟବସ୍ଥା । ଅଧିକ ପଢନ୍ତୁ....

Matric account assessment process begins
ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା

By

Published : Mar 19, 2020, 2:27 AM IST

ବୌଦ୍ଧ : ଚଳିତବର୍ଷର ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହେବ। ବୁଧବାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରିପୋର୍ଟିଂ ପରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରାଯିବ। ବୌଦ୍ଧର ଯୋଗୀନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟକୁ ଖାତା ଦେଖା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରାୟ କୋଡିଏ ଦିନ ହେଵାକୁ ଥିବା ଏହି ମୂଲ୍ୟାୟନ ପ୍ରକ୍ରିୟାରେ ଜିଲ୍ଲାର 225 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି ।

ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା

ବିଦ୍ୟାଳୟର ବିଭିନ୍ନ ପ୍ରକୋଷ୍ଠରେ 6ଟି ବିଷୟ ସହିତ 9 ଗୋଟି ୟୁନିଟ ଖୋଲାଯିବ । କରୋନା ଭାଇରସ ଆତଙ୍କ ରହିଥିବାରୁ ପରିଷ୍କାର ପରିଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜର କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details