ବୌଦ୍ଧ: ଅଦିନିଆ ବର୍ଷା ପାଇଁ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛି । ଧାନ ମଣ୍ଡିରେ ଗୋଟିଏ ପଟରେ ଚାଷୀର ଧାନ ଭିଜି ବତୁରି ଯାଇଥିବାବେଳେ ଅନ୍ୟପଟରେ କଟନୀ ଛଟନୀ ସମସ୍ୟାରେ ଛନ୍ଦି ହୋଇଛି ଚାଷୀ ।
ଅଦିନିଆ ବର୍ଷାରେ ଭିଜୁଛି ଚାଷୀଙ୍କ ଧାନ: କଟନୀ ଛଟନୀକୁ ନେଇ ଦ୍ବନ୍ଦ୍ବ, ପ୍ରଶାସନକୁ ଦାବିପତ୍ର ପ୍ରଦାନ - ଧାନ କ୍ରୟ ସମସ୍ୟା ବୌଦ୍ଧ
ଅଦିନିଆ ବର୍ଷାରେ ଭିଜୁଛି ବୌଦ୍ଧ ଚାଷୀଙ୍କ ଧାନ । ମଣ୍ଡିରେ ଚାଷୀର ଧାନ ଭିଜି ବତୁରି ଯାଇଥିବାବେଳେ କଟନୀ ଛଟନୀ ସମସ୍ୟାରେ ଛନ୍ଦି ହୋଇଛି ଚାଷୀ । ଅଧିକ ପଢନ୍ତୁ

ଅଦିନିଆ ବର୍ଷାକୁ କଟନୀ ଛଟନୀ, ସମାଧାନ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ
ଅଦିନିଆ ବର୍ଷାରେ ଭିଜୁଛି ଚାଷୀଙ୍କ ଧାନ: କଟନୀ ଛଟନୀକୁ ନେଇ ଦ୍ବନ୍ଦ୍ବ, ପ୍ରଶାସନକୁ ଦାବିପତ୍ର ପ୍ରଦାନ
ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଥିବାବେଳେ ବର୍ଷା ଯୋଗୁଁ ଚାଷୀଙ୍କୁ କିଛିଦିନ ପାଇଁ ଅଳ୍ପ ଧାନ ଆଣିବାକୁ କୁହାଯାଇଥିବା କଣ୍ଟାମାଳ ପ୍ୟାକ୍ସର ସମ୍ପାଦକ କହିଛନ୍ତି । ସେପଟେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଧାନକ୍ରୟକୁ ନେଇ ଜିଲ୍ଲା ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ବ୍ଲକ ପ୍ରଶାସନକୁ ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Jan 11, 2022, 10:58 PM IST