ଓଡିଶା

odisha

ETV Bharat / state

ଉଦଯାପିତ ହେଲା ବାଉଁଶୁଣୀ ଲୋକ ମହୋତ୍ସବ - ବୌଦ୍ଧ ଜିଲ୍ଲାର ବାଉଁଶୁଣୀ

ଗତ ପାଞ୍ଚ ତାରିଖରୁ ଆରମ୍ଭ ହୋଇଥିବା ବାଉଁଶୁଣୀ ଲୋକ ମହୋତ୍ସବ ପ୍ରତିକୂଳ ପାଗ ସତ୍ତ୍ବେ ପ୍ରତ୍ୟେକ ଦିନ ଜିଲ୍ଲା ତଥା ରାଜ୍ୟସ୍ତରୀୟ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଉଦଯାପିତ ହେଲା ବାଉଁଶୁଣୀ ଲୋକ ମହୋତ୍ସବ
ଉଦଯାପିତ ହେଲା ବାଉଁଶୁଣୀ ଲୋକ ମହୋତ୍ସବ

By

Published : Feb 11, 2020, 12:50 AM IST

ବୌଦ୍ଧ: ଜିଲ୍ଲାର ବାଉଁଶୁଣୀଠାରେ ଛ’ଦିନ ଧରି ଚାଲିଥିବା ଲୋକ ମହୋତ୍ସବ ସୋମବାର ଉଦଯାପିତ ହୋଇଛି । ଗତ ପାଞ୍ଚ ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ପ୍ରତିକୂଳ ପାଗ ସତ୍ତ୍ବେ ପ୍ରତ୍ୟେକ ଦିନ ଜିଲ୍ଲା ତଥା ରାଜ୍ୟସ୍ତରୀୟ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଉଦଯାପିତ ହେଲା ବାଉଁଶୁଣୀ ଲୋକ ମହୋତ୍ସବ

ଏହି ଉଦଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ବାଉଁଶୁଣୀ ଅଞ୍ଚଳର ଲୋକକଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ଆୟୋଜକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details