ଓଡିଶା

odisha

ETV Bharat / state

କୋରୋନା କଟକଣାରେ ଦୁର୍ଗାପୂଜା ସମାପନ - ଦୁର୍ଗାପୂଜା ସମାପନ

କୋରୋନା କଟକଣାରେ ଶାନ୍ତି ଶୃଙ୍ଖଳାର ସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ଦୁର୍ଗାପୂଜା ସମାପନ ହୋଇଛି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ଦୁର୍ଗାପୂଜା ସମାପନ
କୋରୋନା କଟକଣାରେ ଦୁର୍ଗାପୂଜା ସମାପନ

By

Published : Oct 26, 2020, 9:09 PM IST

ବୌଦ୍ଧ: ଶାନ୍ତି ଶୃଙ୍ଖଳାର ସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ଦୁର୍ଗାପୂଜା ସମାପନ ହୋଇଛି ।

କୋରୋନା କଟକଣାରେ ଦୁର୍ଗାପୂଜା ସମାପନ
କୋରୋନା କଟକଣାରେ ଦୁର୍ଗାପୂଜା ସମାପନ
କୋରୋନା କଟକଣାରେ ଦୁର୍ଗାପୂଜା ସମାପନ

ଏପଟେ ପ୍ରତିବର୍ଷ ବୌଦ୍ଧ ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ଘଣ୍ଟାପଡା ଆଦି ସ୍ଥାନରେ ଥିବା ପ୍ରାଚୀନ ତନ୍ତ୍ର ପୀଠରେ ମଧ୍ୟ ପାରମ୍ପରିକ ଷୋଳଖାଡି ବାଦ୍ୟ ମଧ୍ୟରେ ତନ୍ତ୍ର ପୂଜା ଓ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିଛି ।

କୋରୋନା କଟକଣାରେ ଦୁର୍ଗାପୂଜା ସମାପନ
କୋରୋନା କଟକଣାରେ ଦୁର୍ଗାପୂଜା ସମାପନ
କୋରୋନା କଟକଣାରେ ଦୁର୍ଗାପୂଜା ସମାପନ

ପୀଠ ଗୁଡିକରେ କେବଳ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା । ଆସ୍ଥା ଓ ବିଶ୍ବାସ ସହିତ ଜଡିତ ମଣିଷ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବେଳେ କିଛି ପୀଠରେ ଦେବୀ ବରୁଆଙ୍କ ଦେହରେ ଆବିର୍ଭାବ ହୋଇଥିବା ଦେଖାଯାଇଥିଲା।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details