ବୌଦ୍ଧ: ଉଦଘାଟନ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯୁବ ଫୁଟବଲ ପ୍ରେମୀଙ୍କ ସହ ଖେଳର ମଜା ଉଠାଉଛନ୍ତି ବୟୋଜ୍ୟେଷ୍ଠ ପୂର୍ବତନ ଫୁଟବଲ ଖେଳାଳି । ବୌଦ୍ଧ କଚେରୀ ପଡିଆ ଠାରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଦେଶର ବଛାବଛା 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।
ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ - boudh sports news
ଉଦଘାଟନ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଦେଶର ବଛାବଛା 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ...
![ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ds cup football tournament inaugurate in boudh](https://etvbharatimages.akamaized.net/etvbharat/prod-images/768-512-5735118-thumbnail-3x2-lojpg.jpg)
ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
5 ବର୍ଷ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ବରଂ ଜାତୀୟସ୍ତରର ଅନେକ ଫୁଟବଲ ଖେଳାଳି ମଧ୍ୟ ଭାଗ ନେଇଛନ୍ତି । ଜାନୁଆରୀ 16 ରୁ 21 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ଖେଳ ଦେଖିବାକୁ ଭିଡ ଲାଗୁଛି
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ