ବିଶ୍ବ ରେଡକ୍ରସ ଦିବସରେ ଆରମ୍ଭ ହେଲା ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ - ବିଶ୍ବ ରେଡକ୍ରସ ଦିବସ
ବୌଦ୍ଧରେ ବିଶ୍ବ ରେଡକ୍ରସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ରକ୍ତଦାନ ପାଇଁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ....
![ବିଶ୍ବ ରେଡକ୍ରସ ଦିବସରେ ଆରମ୍ଭ ହେଲା ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ ବିଶ୍ବ ରେଡକ୍ରସ ଦିବସରେ ଆରମ୍ଭ ହେଲା ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ](https://etvbharatimages.akamaized.net/etvbharat/prod-images/768-512-11688948-531-11688948-1620486039008.jpg)
ବିଶ୍ବ ରେଡକ୍ରସ ଦିବସରେ ଆରମ୍ଭ ହେଲା ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ
ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଛି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ । ବିଶ୍ବ ରେଡକ୍ରସ ଦିବସରେ ରକ୍ତ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ବିଶ୍ବ ରେଡକ୍ରସ ଦିବସରେ ଆରମ୍ଭ ହେଲା ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ