ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅସାମାଜିକ କାର୍ଯ୍ୟ କଳାପ । ଚୋରୀ, ଡକାୟତି, ହତ୍ୟା ଭଳି ଅପରାଧିକ ମାମଲା ବୃଦ୍ଧି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା: ଚୋରି, ଡକାୟତି ସହ ହତ୍ୟା ଅଭିଯୋଗ - ବୌଦ୍ଧ ପୋଲିସ
ବୌଦ୍ଧରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ମାମଲା । ହତ୍ୟାକାଣ୍ଡ ସହ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିରୁ ଅର୍ଥ ଲୁଟିନେଉଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...
ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା
ସେହିପରି ଗତକାଲି(ଗୁରୁବାର) ରାତିରେ ବାଉଁଶୁଣୀ ଛକ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଦାନହୁଣ୍ଡିକୁ ଦୁର୍ବୃତ୍ତମାନେ ତାଡି ଟଙ୍କା ଲୁଟି ନେଇଛନ୍ତି । ଜିଲ୍ଲା ପୋଲିସ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ସହ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ