ଓଡିଶା

odisha

ETV Bharat / state

କୋରୋନା ଭୟ: ଆଦିବାସୀ ବସ୍ତିରେ ସଚେତନତା ବାର୍ତା ବାଣ୍ଚିଲେ ସ୍ବଛସାଥି ମହିଳା - ବୌଦ୍ଧ ଆଦିବାସୀ ବସ୍ତିରେ କୋରୋନା ସଚେତନତା

ବୌଦ୍ଧ ଏନଏସି ଅନ୍ତର୍ଗତ ବାପୁଜୀନଗର ବସ୍ତିରେ ଗୁରୁବାର ପୌର ବିଭାଗର କର୍ମଚାରୀ ଓ ସ୍ବଛସାଥି ମହିଳାମାନେ ପହଞ୍ଚି ହାତଧୂଆର ସାତଟି ଉପାୟ ବତାଇବା ସହ କିଭଳି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇ ପାରିବେ ସେ ସମ୍ପର୍କରେ ବସ୍ତିବାସୀଙ୍କୁ ବୁଝାଇଛନ୍ତି।

corona awarness in boudh
ଆଦିବାସୀ ବସ୍ତିରେ ସଚେତନତା ବାର୍ତା ବାଣ୍ଚିଲେ ସ୍ବଛସାଥି ମହିଳା

By

Published : Mar 19, 2020, 1:18 PM IST

Updated : Mar 19, 2020, 1:24 PM IST

ବୌଦ୍ଧ: କୋରୋନା ପାଇଁ ସଚେତନତା । ବୌଦ୍ଧ ଏନଏସି ଅନ୍ତର୍ଗତ ବାପୁଜୀନଗର ବସ୍ତିରେ ଗୁରୁବାର ପୌର ବିଭାଗର କର୍ମଚାରୀ ଓ ସ୍ବଛସାଥି ମହିଳାମାନେ ପହଞ୍ଚି ହାତଧୂଆର ସାତଟି ଉପାୟ ବତାଇବା ସହ କିଭଳି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇ ପାରିବେ ସେ ସମ୍ପର୍କରେ ବସ୍ତିବାସୀଙ୍କୁ ବୁଝାଇଛନ୍ତି।

ଆଦିବାସୀ ବସ୍ତିରେ ସଚେତନତା ବାର୍ତା ବାଣ୍ଚିଲେ ସ୍ବଛସାଥି ମହିଳା

ସେହିପରି ସ୍ବଛସାଥିମାନେ ଷ୍ଟେଟବ୍ୟାଙ୍କର ବୁଟୁପାଲି କୃଷି ଶାଖା ସମ୍ମୁଖରେ ଟଙ୍କା ଦେଣନେଣ ସମୟରେ କିଭଳି ସ୍ବଛତା ଅବଲମ୍ବନ କରିବେ ସେନେଇ ଲୋକଙ୍କୁ ସଚେତନ କରିଛନ୍ତି । ପୌର ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପୌରାଞ୍ଚଳର ଲୋକଙ୍କୁ ଆତଙ୍କିତ ନହୋଇ ସଚେତନ ରହି ଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 19, 2020, 1:24 PM IST

ABOUT THE AUTHOR

...view details