ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ପ୍ରଶାସନର ଜନଗଗଣନା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର - census-training

୨୦୨୦-୨୧ ବର୍ଷର ଜନଗଣନା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର । ଚଳିତ ବର୍ଷ ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ଜନଗଣନା ପାଇଁ ଏନେଇ ଶିକ୍ଷା ଦିଆଯାଇଥିଲା । ଅଧିକ ସୂଚନା ପାଇଁ ପଢନ୍ତୁ ...

Census training of the Boudh district administration
ବୌଦ୍ଧ ଜିଲ୍ଲା ପ୍ରଶାସନର ଜନଗଗଣନା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

By

Published : Mar 13, 2020, 4:56 AM IST

ବୌଦ୍ଧ : ୨୦୨୦-୨୧ ବର୍ଷର ଜନଗଣନା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର । ଦୁଇ ଦିନ ଧରି ଚାଲିଥିବା ଶିବିରରେ ପ୍ରଶିକ୍ଷକ ମାନଙ୍କୁ ବିଶେଷ ଭାବରେ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା

ବୌଦ୍ଧ ଜିଲ୍ଲା ପ୍ରଶାସନର ଜନଗଗଣନା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

ଦୁଇ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଏନେଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଓ ଏନଏସିରେ କିଭଳି ଆଧୁନିକ ପଦ୍ଧତି ରେ ଜନଗଣନା କରାଯିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା ।

ବିଶେଷ ଭାବରେ ମୋବାଇଲ ଆପ୍ସ ଓ ଅନ୍ୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ସଠିକ ଓ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ପୁରା ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ ସୂର୍ଯ୍ୟ ନାରାୟଣ ଦାସ, ଜନଗଣନା ନୋଡାଲ ଅଧିକାରୀ ଅବିନାଶ ପାଣ୍ଡିଆ, ତିନି ବ୍ଲକର ବିଡିଓ, ତହସିଲଦାର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details