ବୌଦ୍ଧ: ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ ବୀର ଯବାନଙ୍କୁ ବୌଦ୍ଧରେ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବୀର ସନ୍ତାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରାଯାଇ ଜିଲ୍ଲାର ଶତାଧିକ ଯୁବକ ଶୁକ୍ରବାର ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶାନ୍ତିର ଦୂତ ଭଗବାନ ବୁଦ୍ଧ ମୂର୍ତ୍ତି ନିକଟରେ ପହଞ୍ଚି ନୀରବ ପ୍ରାର୍ଥନା କରିଥିଲେ ।
ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି - ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ
ପୁଲୱାମା ଆତଙ୍କୀ ହାମଲାରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ । ବୀର ସନ୍ତାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କଲେ ବୌଦ୍ଧବାସୀ । ଅଧିକ ପଢନ୍ତୁ...
ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ
ଦେଶ ମାତୃକାର ସେବା ନିମନ୍ତେ ନିଜର ପ୍ରାଣବଳୀ ଦେଇଥିବା ସେହି ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ହେବ ନାହିଁ ବୋଲି ଯୁବପୀଢି ମତ ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
TAGGED:
ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ