ଓଡିଶା

odisha

ETV Bharat / state

ବୌଦ୍ଧର ଚର୍ଚ୍ଚିତ ରଙ୍ଗିଲା ସରପଞ୍ଚ ନିଲମ୍ବିତ - boudha sarapancha hanumanta suspend

ବୌଦ୍ଧ ଜିଲ୍ଲାର ଚର୍ଚ୍ଚିତ ସରପଞ୍ଚ ଓରଫ ହନୁମନ୍ତ ବାବାଙ୍କୁ ସରକାର ନିଲମ୍ବନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

boudha sarapancha hanumanta suspend
ବୌଦ୍ଧର ଚର୍ଚ୍ଚିତ ରଙ୍ଗିଲା ସରପଞ୍ଚ ନିଲମ୍ବିତ

By

Published : Mar 14, 2020, 11:27 PM IST

ବୌଦ୍ଧ: ଚର୍ଚ୍ଚିତ ହନୁମନ୍ତ ବାବାକୁ ସରପଞ୍ଚ ପଦରୁ ନିଲମ୍ବନ କଲେ ସରକାର । ଏକାଧିକ ବିବାହ କରି ଜେଲରେ ଥିବା ଆତ୍ମଘୋଷିତ ହନୁମନ୍ତ ବାବାକୁ ନିଲମ୍ବନ କରାଯାଇଛି । ଦିନେ ଭଗବାନ ହନୁମାନଙ୍କ ସ୍ବପ୍ନାଦେଶ ପାଇଥିବା କହି ରାଜନୀତିରେ ପ୍ରବେଶ କରିଥିଲେ ଏହି ଆତ୍ମଘୋଷିତ ବାବା ।

ବୌଦ୍ଧର ଚର୍ଚ୍ଚିତ ରଙ୍ଗିଲା ସରପଞ୍ଚ ନିଲମ୍ବିତ

ହନୁମାନ ସାଧକ ବୋଲାଉଥିବା ଏହି ସାଧକ ଏକାଧିକ ମହିଳାଙ୍କ ସହ ସମ୍ପର୍କରେ ଥିଲେ । ଥାନାରେ ଏନେଇ ଅଭିଯୋଗ ହେବା ପରେ କମିଶନରେଟ ବୋଲି ତାଙ୍କୁ ବାନ୍ଧିଥିଲା । ବର୍ତ୍ତମାନ ଝାରପଡା ଜେଲରେ ବିଚାରଧିନ ବନ୍ଦୀ ଥିବା ଏହି ଚର୍ଚ୍ଚିତ ସରପଞ୍ଚକୁ ବୌଦ୍ଧ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଭିତ୍ତି କରି ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details