ବୌଦ୍ଧ: ସରକାର ଗୋପାଳକ ଓ ଅନ୍ୟ ପ୍ରାଣୀ ପାଳକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ କୃଷି ବିଭାଗ ଠାରୁ ନେଇ ପ୍ରାଣୀଧନ ଚିକିତ୍ସା ବିଭାଗର ଅଫିସ ନିର୍ମାଣ ହୋଇଛି । ଏହାଛଡା ଗୋପାଳକ ଓ ଅନ୍ୟ ପ୍ରାଣୀ ପାଳକଙ୍କୁ ବୈଷୟିକ ତଥା ସରକାରୀ ଯୋଜନା ସମ୍ପର୍କରେ ସହାୟତା କରିବାକୁ ସରକାରୀ ବାବୁମାନେ ରହିଛନ୍ତି । କିନ୍ତୁ ଆମ୍ବଗାଁ ଠାରୁ ନେଇ ତଳଗାଁ ପର୍ଯ୍ୟନ୍ତ ଏଭଳି ଗୋ ଚାଷୀମାନେ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ।
ସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନା - ମୋ ଗୁହାଳ ଯୋଜନାରୁ ବଞ୍ଚିତ
ସମସ୍ୟା ଘେରରେ ଗୋପାଳକ । ବୌଦ୍ଧ ଜିଲ୍ଲାର ଅଧିକାଂଶ ସ୍ଥାନରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ କର୍ମଚାରୀ ଅଭାବରୁ ସେଠାରେ ତାଲା ଝୁଲିବା ସହ ସେଗୁଡିକ ପରିତ୍ୟକ୍ତ ହୋଇପଡିଛି । ଯାହାକୁ ନେଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ
ସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନାସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନା
ସମସ୍ୟା ଘେରରେ ଗୋପାଳକ, ଅପହଞ୍ଚ ସରକାରୀ ଯୋଜନା
ମୋ ଗୁହାଳ ଯୋଜନା ଠିକରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଫଳରେ ଚାଷୀ ମାନେ ବାଧ୍ୟ ହୋଇ ଗାଈଗୋରୁ, ଛେଳି ମେଣ୍ଢା ରାସ୍ତା କଡରେ, ପାଇଖାନା ଘରେ ନଚେତ ଛୋଟିଆ ଗୁହାଳରେ ଅତି ଦୟନୀୟ ଭାବରେ ଠେଲାଠେଲି କରି ରଖୁଛନ୍ତି ।ଏହାଛଡା ଜିଲ୍ଲାର ଅଧିକାଂଶ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଛି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଏସବୁ କେନ୍ଦ୍ର ଗୁଡିକ ପରିତ୍ୟକ୍ତ ହୋଇ ପଡିବା ସହିତ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଯାଇଛି । ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଇଟିଭି ଭାରତ,ବୌଦ୍ଧ