ଓଡିଶା

odisha

ETV Bharat / state

ପୌର ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଇଭିଏମ ମାଧ୍ୟମରେ ନିର୍ବାଚନ ହେବାକୁ ଥିବାରୁ ସ୍ଥାନୀୟ ମହାବିଦ୍ୟାଳୟରେ ଭୋଟ ଗଣତି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ପୌର ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ପୌର ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

By

Published : Mar 21, 2022, 10:46 PM IST

ବୌଦ୍ଧ :ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଇଭିଏମ ମାଧ୍ୟମରେ ନିର୍ବାଚନ ହେବାକୁ ଥିବାରୁ ସ୍ଥାନୀୟ ମହାବିଦ୍ୟାଳୟରେ ଭୋଟ ଗଣତି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଇଭିଏମ ମାଧ୍ୟମରେ ଭୋଟଦାନ ହେବାକୁ ଥିବାରୁ ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଓ କର୍ମଚାରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ପ୍ରଦାନ କରାଯାଇଛି ।

ପୌର ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ମଙ୍ଗଳବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପରେ ଆସନ୍ତା ୨୪ ତାରିଖରେ ଭୋଟ ଦାନ ପାଇଁ ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପିଙ୍କ ବୁଥର ବ୍ୟବସ୍ଥା କରାଯିବ ବୋଲି ପୌର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବିଭିନ୍ନ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details