ବୌଦ୍ଧ: ପୌର ନିର୍ବାଚନ ପାଇଁ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ପ୍ରଚାର ଅଭିଯାନ ସରିବା ପରେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବ ୧୭ଟି ୱାର୍ଡର ବିଭିନ୍ନ ବିଦ୍ୟାଳୟରେ ବୁଥ ଗୁଡିକରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ପିଙ୍କ ବୁଥ ପ୍ରତିଷ୍ଠା କରାଯାଇଛି । ସ୍ବଚ୍ଛ ତଥା ଅବାଧ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି ।
Municipal Election: ମତଦାନ ପ୍ରସ୍ତୁତି ଶେଷ, ହୋଇଛି ପିଙ୍କ୍ ବୁଥ - ପୌର ନିର୍ବାଚନ ପ୍ରସ୍ତୁତି ଶେଷ
ପୌର ନିର୍ବାଚନ ପାଇଁ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ପ୍ରଚାର ଅଭିଯାନ ସରିବା ପରେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେେବ ୧୭ଟି ୱାର୍ଡର ବିଭିନ୍ନ ବିଦ୍ୟାଳୟରେ ବୁଥ ଗୁଡିକରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ପିଙ୍କ ବୁଥ ପ୍ରତିଷ୍ଠା କରାଯାଇଛି । ଅଧିକ ପଢନ୍ତୁ
Municipal Election: ବୌଦ୍ଧ ପ୍ରଶାସନ ମତଦାନ ପ୍ରସ୍ତୁତି ଶେଷ
ତେବେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀମାନେ ବର୍ତ୍ତମାନ ଆଉ ଅନ୍ଧାରୀ ବିଜେ ନକରି ଦିନ ଦ୍ବିପହରରେ ଅର୍ଥ ଦେଣନେଣ କରୁଥିବା ଚର୍ଚ୍ଚା ହେଉଛି । ଚଳିତ ବର୍ଷ ତୃତୀୟ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଛି ।
ବୌଦ୍ଧରୁ ସତ୍ୟ ନାରୟଣ ପାଣି, ଇଟିଭି ଭାରତ