ଓଡିଶା

odisha

ETV Bharat / state

ଟ୍ରେନ ଧକ୍କାରେ ଯୁବକ ମୃତ

ଭଦ୍ରକ ନୂଆବଜାର ଅଞ୍ଚଳର ପଙ୍କଜ କୁମାର ସାହୁଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Jan 6, 2020, 2:14 AM IST

ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ
ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ

ଭଦ୍ରକ: ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ । ମୃତକ ହେଉଛନ୍ତି ଭଦ୍ରକ ନୂଆବଜାର ଅଞ୍ଚଳର ପଙ୍କଜ କୁମାର ସାହୁ ।

ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ

ଏନେଇ ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ପଙ୍କଜ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details