ଭଦ୍ରକ: ନିଆଁରେ ପୋଡି ହୋଇ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ବାସୁଦେବପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ, ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ରୋଷେଇ ବେଳେ ଅଘଟଣ, ନିଆଁରେ ପୋଡି ହୋଇ ମହିଳା ଗୁରୁତର - ଭଦ୍ରକରେ ନିଆଁରେ ପୋଡି ହୋଇ ମହିଳା ଗୁରୁତର
ନିଆଁରେ ପୋଡି ହୋଇ ମହିଳା ଗୁରୁତର । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟ ସ୍ଥାନାନ୍ତର । ଅଧିକ ପଢନ୍ତୁ....
ନିଆଁରେ ପୋଡି ମହିଳା ଗୁରୁତର , ରୋଷେଇ କରୁଥିବା ବେଳେ ଘଟିଲା ଅଘଟଣ
ସୂଚନା ଅନୁସାରେ,ବଳରାମପୁର ଗାଁ ଘଟିଛି ଏହି ଅଘଟଣ । ଗାଁର କମଳାକାନ୍ତ ଜେନାଙ୍କ ସ୍ତ୍ରୀ ମମତା ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ