ଓଡିଶା

odisha

CAA ଓ NRCକୁ ସ୍ବାଗତ କରି ଶୋଭାଯାତ୍ରା

By

Published : Dec 26, 2019, 8:12 PM IST

ନାଗରିକତା ଆଇନ ସଂଶୋଧନକୁ ସ୍ବାଗତ କରି ତିହିଡିରେ ଶୋଭାଯାତ୍ରା । ଅଧିକ ପଢନ୍ତୁ..

CAA ଓ NRCକୁ ସ୍ବାଗତ କରି ଶୋଭାଯାତ୍ରା
CAA ଓ NRCକୁ ସ୍ବାଗତ କରି ଶୋଭାଯାତ୍ରା

ଭଦ୍ରକ: ତିହିଡିରେ ନାଗରିକତା ଆଇନ ସଂଶୋଧନକୁ ସ୍ବାଗତ କରି ଶୋଭାଯାତ୍ରା । ନାଗରିକତା ସଂଶୋଧନ ଆଇନ୍ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ସପକ୍ଷରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣା ବଜାରସ୍ଥିତ କାଳୀମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁ ଗଣ୍ଡା ଦେଇ ବିନ୍ଧାବଜାର ପର୍ଯ୍ୟନ୍ତ ଯାଇଥିଲା ।

CAA ଓ NRCକୁ ସ୍ବାଗତ କରି ଶୋଭାଯାତ୍ରା

ଏଥିରେ ବଜରଙ୍ଗ ଦଳ, ଆରଏସଏସ ଓ ବିଶ୍ବ ହିନ୍ଦୁ ପରିଷଦର ଶହ ଶହ କର୍ମୀ ଯୋଗ ଦେଇଥିଲେ। ବଜରଙ୍ଗ ଦଳର ଜିଲ୍ଲା ସୁରକ୍ଷା କମିଟିର ସଭାପତି ଜୟପ୍ରକାଶ ପତି, ଦେବାଶିଷ ନାୟକ, ବୈଦନାଥ ସେନାପତି, ସୁଶାନ୍ତ ସାହୁ ପ୍ରମୁଖ ଶତାଧିକ ଯୁବପୀଢି ଏଥିରେ ସାମିଲ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details