ଓଡିଶା

odisha

ETV Bharat / state

ଭାଇରାଲ ହେଉଛି ବିଧାୟକଙ୍କ ଅଡିଓ କଲ, ଏଏସଆଇଙ୍କୁ ଦେଉଥିଲେ ଧମକ - chandbali MLA

ଭାଇରାଲ ହେବାରେ ଲାଗିଛି ଚାନ୍ଦବାଲି ବିଧାୟକଙ୍କ ଅଡିଓ କଲ । ଅଡିଓ କଲରେ ବିଧାୟକ ଜଣେ ଏଏସଆଙ୍କୁ ଧମକ ଦେଉଥିବା ଜଣାପଡିଛି । ଅଧିକ ପଢନ୍ତ...

ଭାଇରାଲ ହେଉଛି ବିଧାୟକଙ୍କ ଅଡିଓ କଲ, ଏଏସଆଇଙ୍କୁ ଦେଉଥିଲେ ଧମକ
ଭାଇରାଲ ହେଉଛି ବିଧାୟକଙ୍କ ଅଡିଓ କଲ, ଏଏସଆଇଙ୍କୁ ଦେଉଥିଲେ ଧମକ

By

Published : Mar 23, 2021, 9:54 PM IST

ଭଦ୍ରକ:ଭାଇରାଲ ହେବାରେ ଲାଗିଛି ଚାନ୍ଦବାଲି ବିଧାୟକଙ୍କ ଅଡିଓ କଲ । ଏହି ଅଡିଓ କଲରେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ ଏଏସଆଇଙ୍କୁ ଧମକ ଦେଇଥିବା ଶୁଣିବାକୁ ମିଳୁଛି । ଏନେଇ ସମ୍ପୃକ୍ତ ବିଧାୟକ କିମ୍ବା ଏଏସଆଇଙ୍କ ପ୍ରତିକ୍ରିୟା ମିଳି ପାରିନଥିବାବେଳେ ଅଡିଓଟି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଭାଇରାଲ ହେଉଛି ବିଧାୟକଙ୍କ ଅଡିଓ କଲ, ଏଏସଆଇଙ୍କୁ ଦେଉଥିଲେ ଧମକ

ସୂଚନା ଅନୁଯାୟୀ, ବାଂଶଡା ଥାନାରେ କାର୍ଯ୍ୟରତ ଏଏସଆଇ ଗୁରୁଚରଣ ବେହେରାଙ୍କୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ କହିଛନ୍ତି । ହେଲେ ଏଏସଆଇ ଜଣକ ଏହା ନ କରିବାରୁ ବିଧାୟକ ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଫୋନରେ ଧମକ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details