ଓଡିଶା

odisha

ETV Bharat / state

ବିଶୃଙ୍ଖଳିତ ଛାତ୍ରଙ୍କୁ ବହିଷ୍କାର ଦାବି, କଲେଜରେ ଛାତ୍ର ଅଶାନ୍ତି - ବହିଷ୍କାର ଦାବି,

କଲେଜରେ ବିଶୃଙ୍ଖଲା ସୃଷ୍ଟି କରୁଥିବା ଛାତ୍ରଙ୍କୁ ବହିଷ୍କାର ନେଇ ଜୋର ଧରିଛି ଦାବି । ଯାହାକୁ ନେଇ କଲେଜ ପରିସରରେ ବୃଦ୍ଧି ପାଇଛୁି ଛାତ୍ର ଅଶାନ୍ତି । ଅଧିକ ପଢନ୍ତୁ...

student-protest-in-bnma-college
student-protest-in-bnma-college

By

Published : Feb 9, 2020, 4:54 AM IST

ଭଦ୍ରକ: ତିହିଡି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା BNMA କଲେଜରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ଛାତ୍ର ଛାତ୍ରୀଙ୍କୁ କଲେଜରୁ ବହିଷ୍କାର ଦାବି କରି କଲେଜରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିବା ଜଣାପଡିଛି।

ବିଶୃଙ୍ଖଳିତ ଛାତ୍ରଙ୍କୁ ବହିଷ୍କାର ଦାବି, କଲେଜରେ ଛାତ୍ର ଅଶାନ୍ତି

ଯାହାକୁ ନେଇ କଲେଜ ପରିସରରେ ଉତେଜନା ପ୍ରକାଶ ପାଇଥିଲା। କଲେଜ ଅଧ୍ୟକ୍ଷ ସେମାନଙ୍କୁ ବୁଝାସୁଝା କରି ବିଫଳ ହେବା ପରେ , ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପହଞ୍ଚି ଆଗାମୀ ୩ ଦିନ ମଧ୍ୟରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସାମାନ୍ୟ ହୋଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details