ଓଡିଶା

odisha

ETV Bharat / state

ଭଦ୍ରକରେ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ - bhadrak news

ବହୁ ପ୍ରତିକ୍ଷିତ ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ । ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଅଧିକ ପଢନ୍ତୁ...

ଭଦ୍ରକରେ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ
ଭଦ୍ରକରେ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ

By

Published : Jul 29, 2020, 4:22 AM IST

ଭଦ୍ରକ: ବହୁ ପ୍ରତିକ୍ଷିତ ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ । ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି।

ଭଦ୍ରକରେ ଏଲଇଡି ଲାଇଟ ପ୍ରକଳ୍ପ ଲୋକାର୍ପିତ

ପ୍ରଥମ ପର୍ଯ୍ୟାୟରେ ଏହା ବନ୍ତ ଛକ ଠାରୁ ରାନ୍ଦିଆ ଓଭରବ୍ରିଜ ପର୍ଯ୍ୟନ୍ତ, ବନ୍ତ ଛକ ଠାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ କରାଯାଇଛି । ବନ୍ତ ଛକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି ଷ୍ଟ୍ରିଟ ଏଲଇଡି ଲାଇଟ ପ୍ରକଳ୍ପ ଦ୍ବାରା ଭଦ୍ରକ ସହର ଆଲୋକମୟ ହୋଇ ଉଠିବ। ତେବେ କୋଭିଡ-19 ସମୟରେ ଏହି କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରକଳ୍ପ ମାଧ୍ୟମ ରେ ଆଗକୁ ପୌରପାଳିକାର ସମସ୍ତ ଞ୍ବାର୍ଡ କୁ ଆଲୋକୀକରଣ କରାଯିବ ବୋଲି ବିଧାୟକ ଓ ସାଂସଦ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details