ଓଡିଶା

odisha

ETV Bharat / state

ଫାଇଲେରିଆ ଔଷଧ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ

ଫାଇଲେରିଆ ଔଷଧ ଖାଇ 3 ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଣ୍ଟାପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା ।

side-effects-of-filaria-medicine-3-student-ill
ଫାଇଲେରିଆ ଔଷଧ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ

By

Published : Feb 12, 2020, 5:56 AM IST

ଭଦ୍ରକ: ଫାଇଲେରିଆ ଔଷଧ ଖାଇ 3 ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ଜିଲ୍ଲା ଧାମନଗର ବ୍ଲକ କଣ୍ଟାପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫାଇଲେରିଆ ପ୍ରତିଷେଧକ ଔଷଧ ଖାଇବା ପାଇଁ ଦିଆଯାଇଥିଲା । ଏହାର କିଛି ସମୟ ପରେ କେତେ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ ।

ଫାଇଲେରିଆ ଔଷଧ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ

ସେମାନଙ୍କ ମଧ୍ୟରୁ ଦୁଇ ଜଣ ଝିଅ ଓ ଜଣେ ପୁଅ ଅଧିକ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ଔଷଧ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହିପରି ଘଟଣା ଘଟିଥିବା ଜଣାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details