ଓଡିଶା

odisha

ETV Bharat / state

କୋରୋନା ସଙ୍କଟ: ଭଦ୍ରକର କିଛି ଅଞ୍ଚଳ ସଟଡାଉନ

ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଏନଏସି ସହ ଭଣ୍ଡାରିପୋଖରୀ, ବନ୍ତ ଓ ତିହିଡ଼ି ବ୍ଳକର ମୁଖ୍ୟାଳୟ ଅଞ୍ଚଳର ସଟଡାଉନ ଲାଗୁ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jul 22, 2020, 7:40 PM IST

କୋରୋନା ସଙ୍କଟ, ଭଦ୍ରକର କିଛି ଅଞ୍ଚଳ ସଟଡାଉନ
କୋରୋନା ସଙ୍କଟ, ଭଦ୍ରକର କିଛି ଅଞ୍ଚଳ ସଟଡାଉନ

ଭଦ୍ରକ: କୋରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଏନଏସି ସହ ଭଣ୍ଡାରିପୋଖରୀ, ବନ୍ତ ଓ ତିହିଡ଼ି ବ୍ଳକର ମୁଖ୍ୟାଳୟ ଅଞ୍ଚଳରେ ସଟଡାଉନ ଲାଗୁ ହୋଇଛି । 22 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ ।

କୋରୋନା ସଙ୍କଟ, ଭଦ୍ରକର କିଛି ଅଞ୍ଚଳ ସଟଡାଉନ
କୋରୋନା ସଙ୍କଟ, ଭଦ୍ରକର କିଛି ଅଞ୍ଚଳ ସଟଡାଉନ

ଟ୍ୱିଟ ଯୋଗେ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ପୂର୍ବରୁ ଧାମନଗର ଏନଏସି ଓ ଭଦ୍ରକ ପୂର୍ବାଞ୍ଚଳରେ ସଟଡାଉନ ନିୟମ ଲାଗୁଥିଲା ।

କୋରୋନା ସଙ୍କଟ, ଭଦ୍ରକର କିଛି ଅଞ୍ଚଳ ସଟଡାଉନ


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details