ଭଦ୍ରକ: ଟ୍ରାଫିକ ନିୟମ ଭାଙ୍ଗି, ଜଣେ ନାବାଳକ ୪୨ ହଜାର ୫୦୦ ଟଙ୍କା ଫାଇନ ହୋଇଥିବା ଜଣାପଡିଛି। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ଧନେଶ୍ବର ନାୟକ, ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ କରୁଥିବା ବେଳେ, ଭଣ୍ଡାରୀପୋଖରୀ କହଁରା ଛକରେ ଘଟିଛି ଏହି ଘଟଣା।
ଆରଟିଓର ଜୋରିମାନା, ନାବାଳକ ଗଣିବ ଫାଇନ - minor boy
ନାବାଳକ ଉପରେ ୪୨ ହଜାର ୫୦୦ ଟଙ୍କା ଫାଇନ ହୋଇଥିବା ଜଣାପଡିଛି। ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜାତୀୟ ରାଜପଥ ଯାଞ୍ଚ କଲେବେଳେ ଜଣେ ନାବାଳକ ଉପରେ ଏହି ଫାଇନ ପକାଇଛନ୍ତି । ଅଧିକ ପଢନ୍ତୁ...
bhadrak
ଆରଟିଓର ଜୋରିମାନା, ନାବାଳକ ଗଣିବ ଫାଇନ
ଗାଡିରେ ୩ ଜଣ ବସିଥିବା ବେଳେ, ଭୁଲ୍ ରାସ୍ତାରେ ବାଇକ ଚଳାଇବା ସହ ଗାଡ଼ିର କୌଣସି ବୈଧ କାଗଜପତ୍ର ନଥିବା ଯୋଗୁଁ ଏହି ଫାଇନ ହୋଇଥିବା ଜଣାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ