ଓଡିଶା

odisha

ETV Bharat / state

କୋରୋନା ମୁକାବିଲା: ଭଦ୍ରକରେ ପହଞ୍ଚିଲେ 4 ଜଣିଆ ରାପିଡ଼ ରେସପନ୍ସ ଟିମ - ଭଦ୍ରକ ଖବର

rapid-response-team-in-bhadrak
କୋରୋନା ମୁକାବିଲା: ଭଦ୍ରକରେ ପହଞ୍ଚିଲେ 4 ଜଣିଆ ରାପିଡ଼ ରେସପନ୍ସ ଟିମ

By

Published : May 1, 2020, 11:26 AM IST

Updated : May 1, 2020, 12:14 PM IST

11:08 May 01

କୋରୋନା ମୁକାବିଲା: ଭଦ୍ରକରେ ପହଞ୍ଚିଲେ 4 ଜଣିଆ ରାପିଡ଼ ରେସପନ୍ସ ଟିମ

କୋରୋନା ମୁକାବିଲା: ଭଦ୍ରକରେ ପହଞ୍ଚିଲେ 4 ଜଣିଆ ରାପିଡ଼ ରେସପନ୍ସ ଟିମ

ଭଦ୍ରକ: କୋରୋନା ମୁକାବିଲା ପାଇଁ ଜିଲ୍ଲାରେ ପହଞ୍ଚିଲେ 4 ଜଣିଆ ରାପିଡ଼ ରେସପନ୍ସ ଟିମ । ଏହି ଟିମ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି । ଆଲୋଚନା ପରେ  ରାପିଡ଼ ରେସପନ୍ସ ଟିମ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି ।  

ଭଦ୍ରକ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

Last Updated : May 1, 2020, 12:14 PM IST

ABOUT THE AUTHOR

...view details