ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଲୋକେ

ଅଭିଯୋଗ ପରେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ । ଥାନା ସମ୍ମୁଖରେ ଧାରଣା ଦେଲେ ଲୋକେ । ଅଧିକ ପଢନ୍ତୁ...

aa
ନାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଲୋକେ

By

Published : Mar 4, 2020, 6:44 AM IST

Updated : Mar 4, 2020, 7:23 AM IST

ଭଦ୍ରକ: ଝିମିଟି ଖେଳରୁ ମହାଭାରତ । ଅଭିଯୋଗ ପରେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଶୂନ । ପ୍ରତିବାଦରେ ନ୍ୟାୟ ଦାବି କରି ଥାନା ଫାଟକ ସମ୍ମୁଖରେ ଧାରଣା ଦେଲେ ଲୋକେ ।

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଲୋକେ

ଖବର ଅନୁଯାୟୀ ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ବୁଧୁପୁର ଗାଁରେ, ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ ତିହିଡି ଥାନାରେ ଅଭିଯୋଗ ହୋଇଥିଲା ।

ହେଲେ ପୁଲିସ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁ ନାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ପୀଡିତମାନେ । ପରେ ପୁଲିସ ସେମାନଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ବୟାନ ରେକର୍ଡ କରିବା ସହ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବାପରେ ସ୍ଥିତି ସାମାନ୍ୟ ହୋଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 4, 2020, 7:23 AM IST

ABOUT THE AUTHOR

...view details