ଓଡିଶା

odisha

ETV Bharat / state

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ - ହାସିନପୁର ଲୋକଙ୍କ ରାସ୍ତାରୋକ

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ପରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ । ତେବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାସିନପୁର ପ୍ରାଥମିକ ବିଦ୍ୟାଳୟ ପଛ ପଟେ ଥିବା ଗଡ଼ିଆରୁ ଯୁବକଙ୍କ ମୃତଦେହ ମିଳିଥିଲା। ଅଧିକ ପଢନ୍ତୁ

missing youth body was recovered from a pond in hasinpur
ନିଖୋଜ ଯୁବକଙ୍କ ମୃତ ଦେହ ପୋଖରୀ ରୁ ଉଦ୍ଧାର ପରେ ଉତ୍ତେଜନା

By

Published : Jan 22, 2022, 8:58 AM IST

ଭଦ୍ରକ:ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ପରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ । ତେବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାସିନପୁର ପ୍ରାଥମିକ ବିଦ୍ୟାଳୟ ପଛ ପଟେ ଥିବା ଗଡ଼ିଆରୁ ଯୁବକଙ୍କ ମୃତଦେହ ମିଳିଥିଲା।

ନିଖୋଜ ଯୁବକଙ୍କ ମୃତ ଦେହ ପୋଖରୀ ରୁ ଉଦ୍ଧାର ପରେ ଉତ୍ତେଜନା

ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକ ହେଉଛନ୍ତି ସୁଶାନ୍ତ ମୁଣ୍ଡା । ସେ ଗତକାଲି ଠାରୁ ନିଖୋଜ ଥିଲେ । ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ସେହିପରି ସ୍କୁଲ ପଛ ପଟ ପୋଖରୀରୁ ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ମିଳିଥିଲା । ଘଟଣାସ୍ଥଳରେ ପୋଲିସ ଓ ବନ୍ତ ତହସିଲଦାର ପହଁଛି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details