ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଭାଙ୍ଗି 8 ଗିରଫ - ଲକ ଡାଉନ ନିୟମ ଉଲ୍ଲଙ୍ଘନକାରୀ

ଲକ ଡାଉନ ନିୟମ ଭାଙ୍ଗି 8 ଗିରଫ
ଲକ ଡାଉନ ନିୟମ ଭାଙ୍ଗି 8 ଗିରଫ

By

Published : Apr 15, 2020, 8:13 AM IST

Updated : Apr 15, 2020, 11:15 AM IST

06:56 April 15

ବିଳମ୍ବିତ ରାତିରେ 8 ନିୟମ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କଲା ଭଦ୍ରକ ସହରାଞ୍ଚଳ ପୋଲିସ

ଲକ ଡାଉନ ନିୟମ ଭାଙ୍ଗି 8 ଗିରଫ

ଭଦ୍ରକ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 2.0 ଲକ ଡାଉନ ଘୋଷଣା ହୋଇଛି । କଟକଣାକୁ କଡାକଡି ଯାଞ୍ଚ କରୁଛି ଭଦ୍ରକ ସହରାଞ୍ଚଳ ପୋଲିସ । ଏହି ସମୟରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରି 8 ଜଣକୁ ଗିରଫ କରିଛି ପୋଲିସ ।  

ବିଳମ୍ବିତ ରାତିରେ କିଛି ଅମାନିଆ ଲୋକେ ବୁଲୁଥିବାବେଳେ ପୋଲିସ ଏମାନଙ୍କୁ ଧରିଥିଲା । ଗୋଟିଏ ଚାରି ଚକିଆ ଯାନ(ସ୍କର୍ପିଓ)ରୁ 4 ଜଣ ଓ ଅନ୍ୟ ଚାରିଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । 

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 15, 2020, 11:15 AM IST

ABOUT THE AUTHOR

...view details