ଓଡିଶା

odisha

ETV Bharat / state

ଭଦ୍ରକର ବିଭିନ୍ନ ଧର୍ମାନୁଷ୍ଠାନରେ କଟକଣା ଜାରି - ଲକଡାଉନ 4.0

ଲକଡାଉନ 4.0କୁ ନେଇ ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମ ଅନୁଷ୍ଠାନ ମାନଙ୍କରେ ବିଶେଷ କଟକଣା ଜାରି।

lockdown 4.0 restriction in bhadrak religious place
ଭଦ୍ରକ ଧର୍ମାନୁଷ୍ଠାନ ମାନଙ୍କରେ କଟକଣା ଜାରି

By

Published : May 22, 2020, 12:26 PM IST

ଭଦ୍ରକ: ଲକଡାଉନ 4.0କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମ ଅନୁଷ୍ଠାନ ମାନଙ୍କରେ ବିଶେଷ କଟକଣା ଜାରି। ମନ୍ଦିର ସମେତ ଅନ୍ୟ ସମସ୍ତ ଧର୍ମ ଅନୁଷ୍ଠାନ ଚତୁଃପାର୍ଶ୍ଵରେ 144 ଧାରା ଜାରି ହୋଇଛି ।

ଭଦ୍ରକ ଧର୍ମାନୁଷ୍ଠାନ ମାନଙ୍କରେ କଟକଣା ଜାରି

ଏଥିସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ଲକଡାଉନ 4.0 ଶେଷ ଯାଏଁ ଏହି କଟକଣା ଜାରି ରହିବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details