ଓଡିଶା

odisha

ETV Bharat / state

ତତ୍ପର ଜିଲ୍ଲା ପ୍ରଶାସନ - bhadrak corona news

ଓଡିଶାର ଚତୁର୍ଥ କୋରୋନା ଭଦ୍ରକରେ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି ।

lock down strict in bhadrak
ତତ୍ପର ଜିଲ୍ଲା ପ୍ରଶାସନ

By

Published : Apr 1, 2020, 2:53 PM IST

ଭଦ୍ରକ: ଓଡିଶାର ଚତୁର୍ଥ କୋରୋନା ଭଦ୍ରକରେ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଅଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ସିଲ କରିଛି ପ୍ରଶାସନ।

ତତ୍ପର ଜିଲ୍ଲା ପ୍ରଶାସନ

କେବଳ ଓୌଷଧ ଦୋକାନ ଖୋଲା ରହିବ। ପ୍ରଶାସନର ଅନ୍ୟ ଆଦେଶ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ଡାକବାଜି ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details