ଭଦ୍ରକ: ଭିଜିଲାନ୍ସ ଜାଲରେ ପଡିଲେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ। ଲେବର ଲାଇସେନ୍ସ ନଵୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟ ଏଜେନ୍ସିଠାରୁ 9000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଧରିଥିଲା। ଏଥିପାଇଁ ସେ 13,000 ଟଙ୍କା ଡିମାଣ୍ଡ କରିଥିଲେ ।
ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ - ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ
ଭିଜିଲାନ୍ସ ଜାଲରେ ପଡିଲେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ। ଲେବର ଲାଇସେନ୍ସ ନଵୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟି ଏଜେନ୍ସିଠାରୁ 9000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଧରିଥିଲା। ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ
ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ
ତେଵେ ଏନେଇ ଭବାନୀ ସିକ୍ୟୁରିଟ ସର୍ଭିସର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କଠାରୁ ଏହି ଟଙ୍କା ମାଗିଥିଲେ। ଅକ୍ଷୟ ଭିଜିଲାନ୍ସ ଟିମର ସହାୟତା ଲୋଡିଥିଲେ ଏବଂ ଵିଧିଵଦ୍ଧ ଯୋଜନା କରି ଭିଜିଲାନ୍ସ ତାଙ୍କୁ ଆଜି ଲାଞ୍ଚ ନେଉଥିବା ବେଳେ ଧରିଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ