ଓଡିଶା

odisha

ETV Bharat / state

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ - former central minister Arjuna Sethy passes away

former central minister Arjuna Sethy passes away
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

By

Published : Jun 8, 2020, 9:52 PM IST

Updated : Jun 9, 2020, 7:08 AM IST

06:59 June 09

ଭଦ୍ରକ ବିଧାୟକଙ୍କ ଶୋକପ୍ରକାଶ

ଭଦ୍ରକ ବିଧାୟକଙ୍କ ଶୋକପ୍ରକାଶ

ଭଦ୍ରକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭଦ୍ରକର 8ଥରର ସାଂସଦ ଅର୍ଜୁନ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ପୂର୍ବତନ ସାଂସଦଙ୍କ ଦେହାନ୍ତ ଭଦ୍ରକ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।

21:41 June 08

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ବର: ଭଦ୍ରକ ରାଜନୀତିର ମହାଦ୍ରୁମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଇହଧାମ ତ୍ୟାଗ କରିଛନ୍ତି । ସେ ଭଦ୍ରକ ଲୋକସଭା କ୍ଷେତ୍ରରୁ 8 ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରବିବାର ଅସୁସ୍ଥ ହେବା ପରେ ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସୋମବାର ତାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ  

Last Updated : Jun 9, 2020, 7:08 AM IST

ABOUT THE AUTHOR

...view details