ଓଡିଶା

odisha

By

Published : Jun 10, 2020, 7:51 PM IST

ETV Bharat / state

ହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପଢ଼ିଆରୀପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରି ଗାଁ ହାତୀ ଉପଦ୍ରବରେ ଜଣେ ଗୁରତର ଆହତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଭଦ୍ରକ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଛି ।

elephant-attack-one-man-injured-in-bhadrak
ହାତୀ ଆକ୍ରମଣରେ ଜଣେ ଗୁରୁତର

ଭଦ୍ରକ: ହାତୀ ଆକ୍ରମଣରେ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପଢ଼ିଆରୀପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରି ଗାଁ ହାତୀ ଉପଦ୍ରବରେ ଜଣେ ଗୁରତର ଆହତ ହୋଇଛନ୍ତି ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ସୂଚନା ମୁତାବକ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ମହାନ୍ତିପଡା ଅଞ୍ଚଳର କମଳାକାନ୍ତ ସାହୁ ବୋଲି ଜଣାପଡିଛି । ସେ ନିଜ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶୀକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ କମଳାକାନ୍ତଙ୍କୁ ଆଗରପଡା ଡାକ୍ତରଖାନା ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଭଦ୍ରକ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଛି । ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details