ଭଦ୍ରକ : ଟାଉନ ଥାନା ପୁଲିସ ଏବଂ ପୁରୁଣା ବଜାର ପୁଲିସ ର ମିଳିତ ଚଢାଉ। ବିପୁଳ ପରିମାଣର ନକଲି ଜାର୍ଦ୍ଦା ସହିତ ଅନ୍ୟାନ୍ୟ ସମାଗ୍ରୀ ପୋଲିସ ଜବତ କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଭଦ୍ରକ : ଟାଉନ ଥାନା ପୁଲିସ ଏବଂ ପୁରୁଣା ବଜାର ପୁଲିସ ର ମିଳିତ ଚଢାଉ। ବିପୁଳ ପରିମାଣର ନକଲି ଜାର୍ଦ୍ଦା ସହିତ ଅନ୍ୟାନ୍ୟ ସମାଗ୍ରୀ ପୋଲିସ ଜବତ କରିଛି ।
ଏହି ଘଟଣାରେ 3ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ