ଭଦ୍ରକ: ଚତୁର୍ଥ ପର୍ଯ୍ୟାୟରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଅଭିମୁଖ୍ୟ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଶ୍ରମ ନିଯୁକ୍ତି ଯୋଜନାରେ 2 କୋଟି 96 ଲକ୍ଷ ବ୍ୟୟ ବରାଦ କରାଯାଇଛି ।
କୋରୋନାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ବିସ୍ତୃତ ବିବରଣୀ - ଭଦ୍ରକ ନ୍ୟୁଜ
ଶ୍ରମ ନିଯୁକ୍ତି ଯୋଜନାରେ 2 କୋଟି 96 ଲକ୍ଷ ବ୍ୟୟ ବରାଦ କରାଯାଇଛି । ନିର୍ଦ୍ଦିଷ୍ଟ ନିୟମାନୁସାରେ ଢାବା ଗୁଡିକ ମଧ୍ୟ ଖୋଲା ରହିବ । ତେବେ ଏହା ବାସୁଦେବପୁର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ଲାଗୁ ହେବ ନାହିଁ ।
କୋରୋନାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ବିସ୍ତୃତ ବିବରଣୀ
ଏଥିଯୋଗୁଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରମିକମାନେ ଉପକୃତ ହୋଇପାରିବେ । ଏଥିସହ ଆଜିଠାରୁ ସମସ୍ତ ପାଠ୍ୟପୁସ୍ତକ ଦୋକାନ ଖୋଲା ରହିବ। ନିର୍ଦ୍ଦିଷ୍ଟ ନିୟମାନୁସାରେ ଢାବା ଗୁଡିକ ମଧ୍ୟ ଖୋଲା ରହିବ । ତେବେ ଏହା ବାସୁଦେବପୁର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ଲାଗୁ ହେବ ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ