ଓଡିଶା

odisha

By

Published : Aug 11, 2020, 1:41 PM IST

ETV Bharat / state

ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ, 1000 ଟପିଲା ଆକ୍ରାନ୍ତ ସଂଖ୍ୟା

ମଙ୍ଗଳବାର ଭଦ୍ରକରେ ଚିହ୍ନଟ 83 ଜଣଙ୍କ ମଧ୍ୟରୁ ମାତ୍ର 4 ଜଣ କ୍ବାରେଣ୍ଟାଇନ ରେ ଥିବା ବେଳେ 79 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

ଭଦ୍ରକରେ ବଢୁଛି  ସ୍ଥାନୀୟ ସଂକ୍ରମଣ ,   1 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା
ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ , 1 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ଭଦ୍ରକ: ଜିଲ୍ଲାରେ 1000 ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା। ସୋମବାର ଭଦ୍ରକରେ ସ୍ଥାନୀୟ ସଂକ୍ରମଣ 64 ଥିବା ବେଳେ ଆଜି ଏହା ବୃଦ୍ଧି ପାଇ 79 ରେ ପହଞ୍ଚିଛି। ଯାହାକି ଅଦ୍ୟାବଧି ପର୍ଯ୍ୟନ୍ତ ସର୍ବାଧିକ।

ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ , 1 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ମଙ୍ଗଳବାର ଚିହ୍ନଟ 83 ଜଣଙ୍କ ମଧ୍ୟରୁ ମାତ୍ର 4 ଜଣ କ୍ବାରେନଣ୍ଟାଇନ ରେ ଥିବା ବେଳେ 79 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ , 1 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ତେବେ ଆଜି ଆଉ 83 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1068 ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 733 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ , 1 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ଗତ 24 ଘଣ୍ଟା ମଧ୍ୟରେ 41 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଏବେସୁଦ୍ଧା 331 ଜଣ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ଜିଲ୍ଲାରୁ ମୋଟ 23840 ଟି ନମୁନା ପରୀକ୍ଷା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details