ଓଡିଶା

odisha

ETV Bharat / state

ସରକାରୀ କାର୍ଯ୍ୟାଳୟରେ ଶିଶୁ ଶ୍ରମିକ, ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ - child labour in bhadrak govt office

ଭଦ୍ରକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୁନିକୁନି ପିଲା ଚାରା ପାଇଁ ପ୍ରଯୁଜ୍ୟ ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ସରକାରୀ କାର୍ଯ୍ୟାଳୟରେ ଶିଶୁ ଶ୍ରମିକ, ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ
ସରକାରୀ କାର୍ଯ୍ୟାଳୟରେ ଶିଶୁ ଶ୍ରମିକ, ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ

By

Published : Feb 12, 2020, 3:42 AM IST

ଭଦ୍ରକ: ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ଛୋଟ ଛୋଟ ପିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ।

ସରକାରୀ କାର୍ଯ୍ୟାଳୟରେ ଶିଶୁ ଶ୍ରମିକ, ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ

ଖବର ଅନୁଯାୟୀ, ଭଦ୍ରକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୁନିକୁନି ପିଲା ଚାରା ପାଇଁ ପ୍ରଯୁଜ୍ୟ ମାଟି ପଲିଥିନ ପ୍ୟାକିଂ କରୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ଏହା ଜଣାପଡିଛି ।

ତେବେ ସରକାରୀ କାର୍ଯ୍ୟରେ କିପରି ବିଭାଗୀୟ ଅଧିକାରୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଥିଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ଏଭଳି ଅଭିଯୋଗକୁ ବିଭାଗୀୟ ଅଧିକାରୀ ଖଣ୍ଡନ କରିବା ସହ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details