ଭଦ୍ରକ: ଜିଲ୍ଲାର ଚରମ୍ପା ଓ ଏରେଇଁ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। କିନ୍ତୁ ପୂର୍ବ ପରି ସେଠାରେ ଲକ୍ଡାଉନ ଜାରି ରହିବ । ଜିଲ୍ଲାରେ କୋରୋନା ଆକ୍ରାନ୍ତ ଏହି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା।
ଭଦ୍ରକରୁ ହଟିଲା କଣ୍ଟେନମେଣ୍ଟ କଟକଣା - corona lockdown latest news
ଭଦ୍ରକ ଜିଲ୍ଲାର ଚରମ୍ପା ଓ ଏରେଇଁ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। କିନ୍ତୁ ପୂର୍ବ ପରି ଲକଡାଉନ ଜାରି ରହିବ ବୋଲି ଟ୍ବିଟ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ହଟିଲା କଣ୍ଟେନମେଣ୍ଟ କଟକଣା
ପରେ ଏହି ଅଞ୍ଚଳରେ ବ୍ୟାପକ ଭାବେ ବିଶୋଧନ କରାଯାଇଥିଲା। ଏବେ କଣ୍ଟେନମେଣ୍ଟ କଟକଣା ହଟିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକରୁ ହଟିଲା କଣ୍ଟେନମେଣ୍ଟ କଟକଣା
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ