ଓଡିଶା

odisha

ETV Bharat / state

ଏଟିଏମରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି - ଏଟିଏମରୁ ଲୁଟ ଉଦ୍ୟମ

ଏଟିଏମରୁ ଲୁଟ ଉଦ୍ୟମ ,ଦୁବୃର୍ତ୍ତ ଛାଡି ଯାଇଥିବା ଯନ୍ତ୍ରପାତି ଜବତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

Attempts to atms  robbery  in bhadrak
ଏଟିଏମରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି

By

Published : Sep 13, 2020, 11:40 AM IST

ଭଦ୍ରକ: ଘରୋଇ ଏଟିଏମରୁ ଲୁଟ ଉଦ୍ୟମ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତ ମାନେ ଛାଡି ଯାଇଥିବା ଯନ୍ତ୍ରପାତି ଗୁଡିକୁ ଜବତ କରିଛି । ସୂଚନା ଅନୁସାରେ, ଭଦ୍ରକ ରାଣୀତାଲ ଠାରେ ଥିବା ଏକ ଘରୋଇ ଏଟିଏମକୁ କିଛି ଦୁର୍ବୁତ୍ତ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ମେସିନକୁ କାଟି ଲୁଟ ଉଦ୍ୟମ କରିଥିଲେ ।

ହେଲେ ଏହି ସମୟରେ ପାଟ୍ରୋଲିଂ ଗାଡି ଆସିବାରୁ ସେମାନେ ଯନ୍ତ୍ରପାତି ଛାଡି ପଳାଇ ଯାଇଥିବା ସୂଚନା ମିଳିଛି। ତେବେ ସେଠାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଟିଏମରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details