ଓଡିଶା

odisha

ETV Bharat / state

ଧାମରା ବନ୍ଦରରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

କନଭେୟାର ବେଲ୍ଟ ପେଚିଙ୍ଗ କାର୍ଯ୍ୟ କରୁଥିବା ବେଳେ ଅଘଟଣ ସୂଚନା ।

By

Published : Apr 23, 2020, 5:07 PM IST

Updated : Apr 23, 2020, 7:25 PM IST

accident-at-dhamra-port-one-employee-critically-injured
ଧାମରା ବନ୍ଦରରେ ଅଘଟଣ, କାର୍ଯ୍ୟରତ ଶ୍ରମିକ ଗୁରୁତର

ଭଦ୍ରକ: ଧାମରା ବନ୍ଦରରେ ଅଘଟଣ । ପ୍ରମୋଦ ପରିଡା ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃ୍ତ୍ୟୁ ଘଟିଛି । କନଭେୟାର ବେଲ୍ଟ ପେଚିଙ୍ଗ କାର୍ଯ୍ୟ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଧାମରା ବନ୍ଦରରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ତେବେ ସଂକଟାପନ୍ନ ଅବସ୍ଥାରେ ପ୍ରମୋଦଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯାଥିଲା । ଏକ ଠିକା ସଂସ୍ଥା ଏହି କାର୍ଗୋ କନଭେୟାର ବେଲ୍ଟ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା । ତେବେ ମୃତ ଶ୍ରମିକଙ୍କ ଘର ଚାନ୍ଦବାଲି ବ୍ଲକ ମତୋ କସ୍ତୁରୀକଣ ଅଞ୍ଚଳରେ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 23, 2020, 7:25 PM IST

ABOUT THE AUTHOR

...view details