ଭଦ୍ରକ: କାଳୀଭଞ୍ଜଡିହ ଦ୍ବୀପରେ ଫସିଥିବା 8ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗା ଓଲଟି ପଡିଥିବାରୁ ମତ୍ସ୍ୟଜୀବୀମାନେ ସେଠାରେ ଫସି ରହିଥିଲେ ।
ତେବେ ଚାନ୍ଦବାଲି ତହସିଲଦାର ଓ ଆଇଆଇସି ଧାମରା ମେରାଇନଙ୍କ ନେତୃତ୍ବରେ ଓଡ୍ରାଫ ଟିମ୍ ଓ ସ୍ଥାନୀୟ ଧୀବରଙ୍କ ମିଳିତ ସହଯୋଗରେ ଫସିରହିଥିବା 8ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ।